Ads

Emotional Quotes About Love And Life In Odia

Emotional Quotes About Love And Life In Odia

Best Emotional Quotes About Love And Life In Odia
Emotional Quotes About Love And Life In Odia
ହେହି ଜଣେ ମା କାନ୍ଦରେ ମୁଣ୍ଡ ରଖି ପଚାରିଲା, ମା କେତେ ଦିନ ନିଜ କାନ୍ଦରେ ମୁଣ୍ଡରଖି ଶୋଇବାକୁ ଦେବୁ, ମା କହିଲା ଯେଉ ପର୍ଯ୍ୟନ୍ତ ଲୋକେ ନିଜ କାନ୍ଧରେ ମୋତେ ନ ଉଠାଇସନ୍ତି
Emotional Quotes About Love And Life In Odia
ସବୁ ପ୍ରଶ୍ନର ଯେ ଉତ୍ତର ଥିବ ଏମିତି କିଛି ମାନେ ନାହିଁ, ସବୁ ଯନ୍ତ୍ରଣାର ଯେ ଉପଚାର ଥିବ ଏମିତି କଉଠି ଲେଖା ନାହିଁ, ମନକୁ ବୁଝି ପାରୁଥିବା ବନ୍ଧୁଟିଏ ଲୋଡ଼ା ଜୀବନରେ ଆଉ କିଛି ଦରକାର ନାହିଁ,
Emotional Quotes About Love And Life In Odia
ତୁମ ପରି ଜଣେ ବନ୍ଧୁଙ୍କ ପାଇଁ ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ ହୁଏ, ଆମର ବନ୍ଧୁତା ଚିରସ୍ଥାୟୀ ହେଉ, ଏହା ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା,
Emotional Quotes About Love And Life In Odia
You Do a Hundred Good Deeds That People Don't Appreciate, But One Bad Deed is Appreciated More,
Emotional Quotes About Love And Life In Odia
ତୁମେତ ରୂପସି କାହା ମନର ମାନସୀ ସେହି ଭାଗ୍ୟ ମୋର ନାହିଁ, ତୁମ ଖୁସି ପାଇଁ ବଞ୍ଚି ଯିବି ମୁହିଁ ଆଉ କିଛି ଦିନ ପାଇଁ,
Emotional Quotes About Love And Life In Odia
ତୁମକୁ ମୁ ପାରୁଣୀ ଭୁଲି ଯାଉଛି ମୁଁ ଏ ଦୁନିଆ ଛାଡି କେମିତି ରହିବି ତୁମକୁ ଭୁଲି ଫେରିବିନି ଆଉ ତୁମକୁ ଚାହି...?
Emotional Quotes About Love And Life In Odia

Good People Have a Bad Quality, They Unknowingly Take Others As Their Own
Emotional Quotes About Love And Life In Odia
Time Flies But I am Not There Why Not, You Are My Life, How Can I Live Without You
Emotional Quotes About Love And Life In Odia
ପ୍ରେମ ମନେ ନୁହେ ଯେ ଜଣଙ୍କୁ ଭଲ ପାଇବା କାମ ହାସଲ ପରେ ଭୁଲି ଯିବା, ପ୍ରେମ ହଉଛି ଦୁଇ ମନର ମିରଣ ଚିର ଦିନ ପାଇଁ ରହିଥିବା ଏଇ ହଉଛି ପ୍ରେମ
Emotional Quotes About Love And Life In Odia
ଭଲପାଇଛ ତ ଭଲ ପାଅ କିନ୍ତୁ କାହା ଆଖିରେ ଲୁହ ଦିଅନି ଲୁହର ମୂଲ୍ୟ ବୁଝିବା ପାଇଁ ଚେଷ୍ଟା କର, କାହିଁକି ନା ଭଲ ପାଇବା କିଛିଦିନ ପରେ ଭୁଲି ଯିବା ବହୁତ କଷ୍ଟ ହେଇଥାଏ
Emotional Quotes About Love And Life In Odia

Emotional Quotes About Love And Life In Odia

ସମୟର କଣସି ହାତ ନାହିଁ, କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ନା କାନ୍ଦିବାକୁ ଇଚ୍ଛା ହୁଏ ନା ମାରିବାକୁ ଇଚ୍ଛା ହୁଏ |


 ଆପଣ କେଉଁ ପ୍ରକାର ଓଡ଼ିଆ ଶାୟାରୀ ବିଷୟରେ ଚାହୁଁଛନ୍ତି? ପ୍ରେମ, ପ୍ରକୃତି, ବନ୍ଧୁତା, ଇତ୍ୟାଦି? ଦୟାକରି ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ, ଏବଂ ମୁଁ ଆପଣଙ୍କ ପାଇଁ ଏକ ଶାୟାରୀ ପ୍ରଦାନ କରି ଖୁସି ହେବି, ଏବଂ ଆମ ସହ ଯୋଡି ରହିବାକୁ ଜମାରୁ ଭୁଲିବେ ନାହିଁ, ଧନ୍ୟବାଦ | Follow Us Social Media - @OdiaLoveShayariOfficial

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !