Odia Romantic Shayari,
Love Shayari,
Love Feeling In Odia,
Love Feeling Photos,
Love Quotes In Odia,
Sad, I love You, Heart,
Couple In Love,
Romantic, Broken,
No Love, Black,
ଜୀବନରେ ଜଣେ ଏମିତିକା ମଣିଷକୁ ଭଲ ପାଅ, ଯିଏକି ତୁମ ଚେହେରାରୁ ନୁହେ, ତୁମ ହୃଦୟକୁ ଭଲ ପାଉଥିବା ଦରକାର |
ଯେପର୍ଯ୍ୟନ୍ତ ନିଜର ସମୟ ନ ଆସିଛି ଶାନ୍ତ ହୁଅ, କାହିଁକିନା ସମସ୍ତଙ୍କର ଦିନେ ନା ଦିନେ ସମୟ ନିଶ୍ଚିତ ଆସେ |
ପତ୍ର ଝଡ଼ିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦଳି ଯାଏ, ଠିକ ସେମିତି ମଣିଷ ବଦଳିବା ଆଗରୁ, ତାର କଥାବାର୍ତ୍ତା ଶୈଳୀ ବଦଳି ଯାଏ |
ଯେଉଁଠି ଜିତିବା ହାରିବା ଥାଏ ତାକୁ ପ୍ରେମ କୁହାଯାଏନି, ପ୍ରେମ ତ ତାକୁ କୁହାଯାଏ, ଯେଉଁଠି ମିଳିବାର ଆଶା ନ ଥାଏ, ତଥାପି ଅପେକ୍ଷା କରାଯାଏ |
ମଣିଷ ସେତେବେଳେ ହାରି ଯାଏ ଯେତେବେଳେ ସେ ନିଜେ ବୁଝିପରେ, ଯେତେବେଳେ ସବୁକିଛି ହରାଇବା ପରେ |
ଯେତେବେଳେ ତୁମେ ଜୀବନରେ ଭଲ ଅନୁଭବ କର, ଏହାକୁ ଭଲ ପାଅ, କିନ୍ତୁ ଏହାକୁ ପାଇବାକୁ ଆଶା କର ନାହିଁ, ଲୋକମାନେ ଜୀବିତ ଥିବାବେଳେ କାହିଁକି ମରନ୍ତି |
When you feel good in life, love it, but don't expect to get it, why do people die while they are alive,
କାହାକୁ ଧକା ଦେଇକି ଭାବନି ଯେ ସେ ଗୋଟେ ମୃଖ ଥିଲା, ଏଇଟା ଭାବ ଯେ ସେ ତମକୁ କେତେ ଭଲ ପାଉଥିଲା |
ତିନୋଟି କଥା ବୁଝୁଥିବା ତାଙ୍କ ଉପରେ ବିଶ୍ୱାସ ରଖ, 1 ହସ ପଛର ଦୁଃଖ, 2 କ୍ରୋଧ ପଛରେ ପ୍ରେମ, 3 ନୀରବତାର କାରଣ |
Trust in Him who understands three things, 1- sadness behind laughter, 2- love behind anger, 3- reasons for silence |
Odia Romantic Shayari,
Love Shayari,
Love Feeling In Odia,
Love Feeling Photos,
Love Quotes In Odia,
Sad, I love You, Heart,
Couple In Love,
Romantic, Broken,
No Love, Black,
କାହାକୁ ଭୁଲ ବୁଝିବା ପୂର୍ବରୁ ତାର ପରିସ୍ଥିତି ବିଷୟରେ ନିହାତି ଚିନ୍ତା କରିବା ଦରକାର, କାହିଁକି ନା ଭଲ ମଣିଷ ହେଇ ମଧ୍ୟ ଖରାପ କୁହନ୍ତି |
ଆମେ ତ ଗରିବ ଲୋକ ଆମକୁ କେବେ ଆମ ନିଜ ପସନ୍ଦର ଜିନିଷ ମିରେନି, ଭଲ ପାଇବା କେମିତି ମିଳିବ |
ଦୁନିଆ ରେ ଲୋକଙ୍କ ନଜର ବଦରି ଗଲାଣି, ଯିଏ ମିଛ କହୁଛି ଠିକ ଅଛି, ଆଉ ଯିଏ ସତ କହୁଛି ତାର ସମ୍ପର୍କ ଭାଙ୍ଗି ଯାଇଛି |
ଦିନରାତି ପ୍ରେମ କରିବା ପ୍ରେମକୁ ପ୍ରେମ କୁହାଯାଏ ନାହିଁ, ଏହାକୁ ପ୍ରକୃତରେ ପାଗଲାମୀ ପ୍ରେମ କୁହାଯାଏ |
ଜୀବନ ଦୁଇ ପାରିରେ ନା ତମକୁ ଦେଇ ପାରୁଛି ନା ମୁ ରଖି ପାରୁଛି, ଏ ମୋର ସୁନ୍ଦର ହୃଦୟ କଣ ପାଇଁ କାନ୍ଦୁଛୁ |
Odia Romantic Shayari,
Love Shayari,
Love Feeling In Odia,
Love Feeling Photos,
Love Quotes In Odia,
Sad, I love You, Heart,
Couple In Love,
Romantic, Broken,
No Love, Black,