New Sambalpuri Shayari - ସମ୍ବଲପୁରୀ ଲୋଭ୍ ଶାୟାରୀ - Bewafa Love Shayari HD Photo
Love Shayari Odia for Boyfriend,
Sambalpuri WhatsApp Status,
Love Shayari,
Sambalpuri Shayari Attitude,
Best Romantic Sambalpuri Love Sad Shayari,
Sambalpuri Dhoka Shayari,
Sambalpuri Shayari Status,
Sambalpuri Attitude Shayari,
Sambalpuri Love Shayari Status,
Sambalpuri Shayari Nua Dhancha,
15+ Odia Romantic Shayari | Feeling Love Image | ଓଡ଼ିଆ ଲୋଭ୍ ଶାୟାରୀ | Odia Sad Shayari
ତୁଇ ପରେ କିରିୟା ଖାଇ ଥିଲୁ, ତମର ବିନା ମୁଇ ଆଉ ମୋର ବିନା ତୁଇ, କାହିଗଲା ସେ ଦିନ, ଭଲ ପାଇବାର ସଜା ଦେଇଗଲୁ |
ମୁଇ ଆଉ ନାଇଁ ଫିରେ, ଆଖିର ପାନି ଯେନ୍ତା ବାହାରି ଯାଏସି ନାଇଁ ଫିରେ, ହେନ୍ତା ମୁଇ ତତେ ଭୁଲି ଯାଇଛେ |
ତୁଇ ମୋର୍ ଦିଲ୍ ଭିତିରେ ଅଛୁ ହେଲେ ମୋର ପାଖେ ନାଇନ, ତୁଇ ମୋର ମନ୍ ଭିତରେ ଅଛୁ, ହେଲେ ତୁଇ ମୋର୍ ଭାଗ୍ୟରେ ନାଇନ |
ଜୀବନ୍ ଦେମୀ କହିଥିଲୁ ଏତେ ଜଲଦି ଭୁଲିଗରୁ, କାଏଜେ ମୋତେ କଥା ଦେଲୁ, କଥା ଦେଇ କଥା ନାଇଁ ରଖଲୁ ଏତେ ଜଲଦି ପର ହେଇଗଲୁ, ଭୁଲିଯିବାର ଲାଗି ଭଲ ପାଏଲୁ କାଏଯେ ମୋତେ ଧକା ଦେଲୁ |
ତୁଇ ମୋର୍ ନାଇଁ ହେରୁଜେ କାଏ ହେଲା, ତୁଇତ ମୋର ଜୀବନ ଆଏରେ, ତୋର ଦିଲ କେ ପଚରା ତୁଇ କାହାର ଆଏ ଯେ |
ତୋର ସାଙ୍ଗେ କଥା ହେରେ ମୋତେ ଏନ୍ତା ଲାଗସି, ଯେନ୍ତା କି ମୋର ସବୁ ଖୁସି ତୋର ପାଖେ ରହି ଯାଇଛେ, ମୋର୍ ଖୁସି ମୋତେ ଦେଇଦେ |
ଭାଇ କାହାର ଲାଗି ମରି ଯିବାର ବହୁତ ସହଜ ଆଏ, ହେଲେ କାହାକେ ସୋର କରି କରି ଯିବାର ବହୁତ ମୁସ୍କିଲ ଆଏ |
ମୁଇ ନାଇଁ ଜାଣି ତୁଇ ମୋତେ କେତେ ଭଲ ପାଏସୁ, ହେଲେ ମୋର୍ ଜୀବନ ରୁ ଅଧିକା ତତେ ହିଁ ଭଲ ପାଇଛେ, ତୁଇ ପରେ ମୋର୍ ଜୀବନ୍ ଆଏ ରେ |
ତୋର୍ ଲାଗି ଏ ଜୀବନ୍ କିଛି ବି ନାଇସେ, କାଇଜେ ବେରେ ତୁଇ ତ ମୋର ଜୀବନ୍ ଆଏ ରେ, ତୋର ବିନେ ମୁଇ କେନ୍ତା କରି ରହେମି |
ନାଇଁ ତତେ ଭୁଲି ପାରୁଛେ ନାଇଁ ତତେ ଦିଲ୍ ରୁ ବାହାର କରି ପାରୁଛେ, ଖାଲି ତତେ ସବୁବେଳେ ସୋର କରି କରି ସପନ ଦେଖୁଛେ |
New Sambalpuri Shayari - ସମ୍ବଲପୁରୀ ଲୋଭ୍ ଶାୟାରୀ - Bewafa Love Shayari HD Photo
Love Shayari Odia for Boyfriend,
Sambalpuri WhatsApp Status,
Love Shayari,
Sambalpuri Shayari Attitude,
Best Romantic Sambalpuri Love Sad Shayari,
Sambalpuri Dhoka Shayari,
Sambalpuri Shayari Status,
Sambalpuri Attitude Shayari,
Sambalpuri Love Shayari Status,
Sambalpuri Shayari Nua Dhancha,
15+ Odia Romantic Shayari | Feeling Love Image | ଓଡ଼ିଆ ଲୋଭ୍ ଶାୟାରୀ | Odia Sad Shayari